Jump to content

ମୃତାହ ପଞ୍ଚକ ଦାନ

ଉଇକିଅଭିଧାନ‌ରୁ

ମୃତାହ ପଞ୍ଚକ ଦାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମୃତ ବ୍ୟକ୍ତି ଉଦ୍ଦେଶ୍ୟରେ ଅନ୍ତ୍ୟେଷ୍ଟି କ୍ରିୟା ଉପଲକ୍ଷରେ ବ୍ରାହ୍ମଣଙ୍କୁ ଦିଆ ଯିବା ପାଞ୍ଚଟି ବସ୍ତୁର ଦାନ (ଯଥା—ଗୋ, ଭୂମି, ସୁନା, ବସ୍ତ୍ର ଓ ଶାଳଗ୍ରାମ) —A gift of ୫ articles to Brahmans in the course of the funeral rites.