Jump to content

ମୃତୁ

ଉଇକିଅଭିଧାନ‌ରୁ

ମୃତୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଗ୍ରାମ୍ୟ - ବି—(ସଂସ୍କୃତ - ମୃତ୍ୟୁ)

[ସମ୍ପାଦନା]

ମୃତ୍ୟୁ (ଦେଖ) - Mṛutyu (See)

ବିଶେଷଣ - (ଗ୍ରାମ୍ୟ - ପଦ୍ୟ ଓ କଚିରିଆ)

[ସମ୍ପାଦନା]

ମଲା; ମୃତ —Dead.

[ଉ—ମୃତୁ ଜନଙ୍କର ମୁଖେ କି ଅମିୟ ବିଧାତା ଅଣି ବରଷିଲା—ପ୍ରାଚୀ, ପ୍ରତାପ ଶଶିସେଣା ]