ମୃତ୍ୟୁଞ୍ଜୟ
ଦେଖଣା
ମୃତ୍ୟୁଞ୍ଜୟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ମୃତ୍ୟୁଂ=ମୁତ୍ୟୁକୁ+ଜି ଧାତୁ=ଜୟ କରିବା+କର୍ତ୍ତ. ଅ; ଅପପଦ ତତ୍;)
[ସମ୍ପାଦନା]ଶିବ; ମହାଦେବ — God Ṡiba.
ବିଶେଷଣ -
[ସମ୍ପାଦନା]- ୧. ମୃତ୍ୟୁକୁ ଜୟକାରୀ — ୧. Conquering death.
[ଉ—ଧନ୍ୟ ରଥେ? ତୁମ୍ଭ ଜନ୍ମ ଶିଭ କ୍ଷଣେ, ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳ ଭୁବନେ ରାଧାନାଥ. ଚିଲିକା ]
- ୨. ଯେ ଚିରକାଳ ପାଇଁ ପାସୋର ଯାଇ ପାରେ ନାହିଁ; ଅମରଯଶାଃ —୨. Not to be forgotten for ever; ever memorable.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଲୋକଙ୍କୁ ଦିଆ ଯିବା ନାମ — A name given to males.