Jump to content

ମୃତ୍ୟୁଞ୍ଜୟ ବିଦ୍ୟାଳଙ୍କାର

ଉଇକିଅଭିଧାନ‌ରୁ

ମୃତ୍ୟୁଞ୍ଜୟ ବିଦ୍ୟାଳଙ୍କାର

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଯାଜପୁରବାସୀ ଜନୈକ ଓଡ଼ିଆ ବ୍ରାହ୍ମଣ ପଣ୍ଡିତ — A late Oriyā Brāhmaṇa Pandit of Jajpur aythor of an Oriya Dictionary and Grammar when the Fort William College was first established in ୧୮୦୧ A. D.

[ ଦ୍ର—ଏ ଯାଜପୁର— ବାସୀ ଓଡ଼ିଆ ବ୍ରାହ୍ମଣ ଏ ରାଜାବଳୀ ଓ ପ୍ରବୋଧଚନ୍ଦ୍ରିକା ନାମକ ଦୁଇଖଣ୍ଡି ବଙ୍ଗଳା ପୁସ୍ତକ ରଚନା କରି ଯଥାକ୍ରମେ ୧୮୮: ଓ ୧୮୧୩: ଖ୍ରୀଷ୍ଟାଦ୍ଦରେ ପ୍ରକାଶ କରିଥିଲେ ସେ କଲିକତାର ଫୋଟ୍ ଉଇଲିୟାମ୍ କଲେଜରେ ନବାଗତ ଇଂରେଜ କର୍ମଚାରୀମାନଙ୍କୁ ବଙ୍ଗଳା ଭାଷା ଶିକ୍ଷା ଦେଉଥିଲେ ବିଦ୍ୟାପତି—ରଚିତ ପୁରୁଷ ପରୀକ୍ଷାର ଓ ବତ୍ରିଶ ସିଂହାସନର ଅନୁବାଦ ମଧ୍ୟ ତାହାଙ୍କଦ୍ୱାରା ପ୍ରକାଶିତ ହୋଇଥିଲା ଏହି ସକଳ ଗ୍ରନ୍ଥ ଉକ୍ତ କଲେଜରେ ପାଠ୍ୟପୁସ୍ତକସ୍ୱରୂପ ନିର୍ବାଚିତ ହୋଇଥିଲା ଏତଦ୍ୱ୍ୟତୀତ ସେ ଓ ଅନ୍ୟ ଜଣେ ସାହେବ ମିଳି ଓଡ଼ିଆ ଆଭିଧାନ ସଂକଳନ କରିଥିଲେ ତାହାହିଁ ଓଡ଼ିଆ ଭାଷାର ସର୍ବପ୍ରଥମ ଅଭିଧାନ ୧୮୧: ଖ୍ରୀଷ୍ଟାଦ୍ଦରେ କଲିକତାରେ ଫୋର୍ଟ ଉଇଲିୟାମ୍ କଲେଜ ସ୍ଥାପିତ ହେବା ସମୟରେ ତହିଁରେ ପଠତ ହେବା ପାଇ ଏ ବ୍ୟାକରଣ, ଅଭିଧାନ ଆଦି କେତେକ ପାଠ୍ୟପୁସ୍ତକ ବଙ୍ଗଳା ଭାଷାରେ ରଚନା କରିଥିଲେ ]