Jump to content

ମୃତ୍ୟୁଞ୍ଜୟ ରଥ

ଉଇକିଅଭିଧାନ‌ରୁ

ମୃତ୍ୟୁଞ୍ଜୟ ରଥ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ସ୍ୱର୍ଗୀୟ ଉତ୍କଳଭାଷାଭିଜ୍ଞ ପଣ୍ଡିତ — Late literaray Oriya Knowing pandit.

[ ଦ୍ର—ଏ 'ପ୍ରବନ୍ଧପାଠ','ମୁଦ୍ର— ରାକ୍ଷସ ନାଟକ' ଓ 'ସାରଳା ଚରିତ' ପ୍ରଭୃତି ଗ୍ରନ୍ଥମାନ ଲେଖିଅଛନ୍ତି—ତାରିଣୀ. ଉ. ସା. ଇତିହାସ ]

ଏ ଏକାଧିକ ସଂସ୍କୃତ ଗ୍ରନ୍ଥ ଅନୁବାଦ କରିଥିଲେ ଓ ଅନେକ ପ୍ରାଚ୍ୟତତ୍ତ୍ୱ ଓ ଭାଷାତତ୍ତ୍ୱ ଆଲୋଚନା କରିଥିଲେ

ଏ ଓଡ଼ିଆ ସାହିତ୍ୟର ଜଣେ ନିଷ୍ଠାପର ସେବକ ଥିଲେ ଓ ଯୁବକ ଅବସ୍ଥାରେ ୧୯୨୩: ଖ୍ରୀ:ରେ ଏହାଙ୍କର ମୃତ୍ୟୁ ଘଟିବାରୁ ଓଡ଼ିଆ ସାହିତ୍ୟର ଦାରୁଣ କ୍ଷତି ହେଲା ]