ମୃତ୍ୟୁପୁର
(ଯେଉଁ ପୁରରେ ଜୀବଗଣ ମରନ୍ତି) ମର୍ତ୍ତ୍ୟପୁର — The earth.
[ଉ—ଆଉ ଅଳ୍ପ ଦିନର କଥା, ମୃତ୍ୟୁଲପରେ କି ଥିବା ସର୍ବଥା ? ପ୍ରାଚୀ. ରହସ୍ୟମଞ୍ଜରୀ ]