ମୃତ୍ୟୁ ଯୋଗ
ଦେଖଣା
ମୃତ୍ୟୁ ଯୋଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଫଳିତ ଜ୍ୟୋତିଷ)
[ସମ୍ପାଦନା]- ୧. ଜ୍ୟୋତିଶୋକ୍ତ ଅଶୁଭ ଯୋଗ ବିଶେଷ —୧. (astrology) A particular inauspicious conjunction of stars on particular days.
[ଦ୍ରଷ୍ଟବ୍ୟ —ପ୍ରତିପଦ ତିଥିରେ ଉତ୍ତକାଷାଢ଼ା, ନବମୀରେ କୃତ୍ତିକା, ଅଷ୍ଟମୀରେ ପୂର୍ବ ଭାଦ୍ରପଦ, ଏକାଦଶୀରେ ରୋହିଣୀ, ଦ୍ୱାଦଶୀରେ ଅଶ୍ଳେଷା ଓ ତ୍ରୟୋଦଶୀରେ ମଘା ନକ୍ଷତ୍ର ପଡ଼ିଲେ ଏହି ଯୋଗ ଘଟେ ଏ ଯୋଗରେ ଯାତ୍ରା ନିଷିଦ୍ଧ]
- ୨. ମନୁଷ୍ୟର ମୃତ୍ୟୁ ଘଟିବାର (ନିର୍ଦ୍ଦିଷ୍ଟ ଲକ୍ଷଣ ଯୁକ୍ତ) ଯୋଗ —୨. A time preordained by Fate for one's death.
- ୩. (ଫଳିତ ଜ୍ୟୋତିଷ) ମାରକଦଶା; ଜାତକୋକ୍ତ ଗ୍ରହ ନକ୍ଷତ୍ରାଦିର ମାରକ ଯୋଗ, ଯହିଁରେ ଜାତ ବ୍ୟକ୍ତିର ମୃତ୍ୟୁ ନିଶ୍ଚୟ ଘଟିବ ବୋଲି ଶାସ୍ତ୍ର କହେ —୩. (astrology) A conjunction of planets etc. resulting in or leading to a person's death.