Jump to content

ମୃତ କଳ୍ପ

ଉଇକିଅଭିଧାନ‌ରୁ

ମୃତ କଳ୍ପ

ଉଚ୍ଚାରଣ

[ସମ୍ପାଦନା]

[ ମୃତବତ୍, ମୃତପ୍ରାୟ—ଅନ୍ୟରୂପ]

ସଂସ୍କୃତ - ବିଶେଷଣ - (ମୃତ+ଈଷଦୂନାର୍ଥେ, କଳ୍ପ)

[ସମ୍ପାଦନା]
୧. ମୃତପ୍ରାୟ; ମରଣାପନ୍ନ —୧. Almost dead; nearly dead (though not actually dead).
୨. ସଂଜ୍ଞାହୀନ ବା ଚୈତନ୍ୟହୀନ; ମୂର୍ଚ୍ଛିତ —୨. Insensible; fainted.