Jump to content

ମୃତ ଦାର

ଉଇକିଅଭିଧାନ‌ରୁ

ମୃତ ଦାର

ଉଚ୍ଚାରଣ

[ସମ୍ପାଦନା]

[ବିଧବା—ବିପରୀତ]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ମୃତ+ଦାର=ସ୍ତ୍ରୀ; ବିହବ୍ରୀହି)

[ସମ୍ପାଦନା]

ଯାହାର ସ୍ତ୍ରୀ ମରିଅଛି; ବିପତ୍ନୀକ —Widower.

ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ମୃତପତ୍ନୀକ —Surviving one's wife.