Jump to content

ମୃତ ଶଯ୍ୟା ଦାନ

ଉଇକିଅଭିଧାନ‌ରୁ

ମୃତ ଶଯ୍ୟା ଦାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମୃତ ବ୍ୟକ୍ତିର ଶୁଦ୍ଧିକ୍ରିୟା ଉପଲକ୍ଷରେ ଶଯ୍ୟା ଓ ଖଟ ପ୍ରଭୃତି ବ୍ରାହ୍ମଣଙ୍କୁ ଦାନ କରିବା —A gift of bed to Brāhmaṇas on the occasion of a person's funeral ceremony.