Jump to content

ମୃତ ସଞ୍ଜୀବନ

ଉଇକିଅଭିଧାନ‌ରୁ

ମୃତ ସଞ୍ଜୀବନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୃତ+ସମ୍+ଜୀବ୍ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ମୃତ ବ୍ୟକ୍ତିର ପୁନର୍ବାର ଜୀଇଁବା — ୧. Revival of a dead person.
୨. ମଲା ମଣିଷକୁ ଜୀଆଁ ଇବା —୨. The art or process of restoring a dead man to life; restoration of a dead body to life; revivification.

ବିଶେଷଣ -

[ସମ୍ପାଦନା]

ଯଦ୍ଦ୍ୱାରା ମୃତ ବ୍ୟକ୍ତି ଜୀଇଁ ଉଠେ — Able to restore a dead man to life or to restore a dead person.