Jump to content

ମୃତ ସଞ୍ଜୀବନୀ

ଉଇକିଅଭିଧାନ‌ରୁ

ମୃତ ସଞ୍ଜୀବନୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ମୃତ+ସଞ୍ଜୀବନୀ=ଜୀବଦାନକାରୀ)

[ସମ୍ପାଦନା]

ଯେଉଁ ବିଦ୍ୟା, ମନ୍ତ୍ର ବା ଔଷଧ ପ୍ରୟୋଗ ବଳରେ ମୃତ ବ୍ୟକ୍ତିକୁ ପୁନର୍ଜୀବିତ କରାଯାଇ ପାରେ — Having the power or potency to restore life to the dead.

ବିଶେଷ୍ୟ -

[ସମ୍ପାଦନା]
୧. ମଲା ଲୋକକୁ ପୁନର୍ଜୀବିତ କରିବାର ବିଦ୍ୟା ବିଶେଷ —୧. A charm used in restoring a dead man to life.
୨. ଗୋରକ୍ଷ ଦୁଗ୍ଧ; ଏକ ପ୍ରକାର କ୍ଷୁଦ୍ର ଗୁଳ୍ମ; ନାଗବଳା — ୨. Name of a shrub; Sida Spinosa.