ମୃତ ସ୍ନାତ
ଦେଖଣା
ମୃତ ସ୍ନାତ
ଉଚ୍ଚାରଣ
[ସମ୍ପାଦନା](ମୃତ ସ୍ନାତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ମ. ପ. ଲୋ)
[ସମ୍ପାଦନା]- ୧. ମୃତ ବ୍ୟକ୍ତି ଉଦ୍ଦେଶ୍ୟରେ ସ୍ନାନ କରିବା; କୁଟୁମ୍ୱାଦିର ମୃତ୍ୟୁ ଉପଲକ୍ଷରେ ସ୍ନାତ; ଅପସ୍ମାତ —୧. Having had a bath on the death of a relative or kinsman.
- ୨. ମୃତ ବ୍ୟକ୍ତିର ଶୁଦ୍ଧି କ୍ରିୟା (ଦଶାହ) ଉପଲକ୍ଷରେ ସ୍ନାତ; ମୃତକାଶୌଚ ପରେ ସ୍ନାତ — ୨. Bathed on the occasion of the purification ceremony (on the ୧୦th day); having had funeral ablution.
- ୩. ସ୍ନାନ କରିବାର ଅଳ୍ପକ୍ଷଣ ପରେ ମୃତ; ସ୍ନାତ ହେବା ପରେ ମୃତ ହୋଇଥିବା (ବ୍ୟକ୍ତି) —୩. Dead immediately after a bath.
ବିଶେଷ୍ୟ -
[ସମ୍ପାଦନା]ସଂସ୍କାରାର୍ଥ ସ୍ନାପିତ ମୃତ ଦେହ — Dead body bathed before cremation.