ମୃତ ସ୍ନାନ
ଦେଖଣା
ମୃତ ସ୍ନାନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ)
[ସମ୍ପାଦନା]- ୧. ଅନ୍ତ୍ୟେଷ୍ଟି ସ୍ନାନ; ମୃତକା— ଶୌଚ ପରେ ସ୍ନାନ; ଅପସ୍ମାନ —୧. Purificatory bath taken by the kinsmen of a deceased after the period of mourning.
- ୨. କୌଣସି ବ୍ୟକ୍ତିର ମୁତ୍ୟୁ ପରେ ବା ମୃତ୍ୟୁ ସଂବାଦ ଶୁଣିବା କ୍ଷଣି ଶୋକାଶ୍ରୁ ତ୍ୟାଗ ପରେ ସ୍ନାନ —୨. Ablution taken immediately on getting the news of the death of a near relative or kinsman.