ମୃଦଙ୍ଗର ଦୁଇ ପିଠିରେ ହାତ ମାରିବା
- ରୋ.ଟ୍ରା. — Mṛudaṅgara dui piṭhire hāta māribā
- ଆଇ.ପି.ଏ. — mɾˈudʌŋɡˌʌɾɔ dˈui pˈiʈʰiɾˌew hˈato mˈaɾibˌa
ଯେଉଁ ବ୍ୟକ୍ତି ଉଭୟ ପକ୍ଷ ବା ଦଳଙ୍କ ସଙ୍ଗେ ମିଶେ ବା ବନ୍ଧୁତା କରେ —(said of a person) siding with both parties in a contest or quarrel.