Jump to content

ମୃଦିତ

ଉଇକିଅଭିଧାନ‌ରୁ

ମୃଦିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ମୃଦ୍ ଧାତୁ=ଚୂର୍ଣ୍ଣ କରିବା+କର୍ମ. ତ)

[ସମ୍ପାଦନା]
୧. ମର୍ଦ୍ଦିତ —୧. Pounded.
୨. ଚୂର୍ଣ୍ଣୀକୃତ — ୨. Powdered; pulverised.
୩. ଦଳିତ — ୩. Trodden; bruised; crushed.
୪. ପଦଦଳିତ —୪. Trampled on.