Jump to content

ମୃଦୁ

ଉଇକିଅଭିଧାନ‌ରୁ

ମୃଦୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ମୃଦ୍ ଧାତୁ=ଚୂର୍ଣ୍ଣ ହେବା+କର୍ତ୍ତୃ. ଉ)

[ସମ୍ପାଦନା]
୧. ଅତୀକ୍ଷ୍ଣ; ଦନ୍ଥରା; ଯାହା ଦାଢୁଆ ନୁହେଁ — ୧. Blunt; not sharp.
୩. ନମ୍ର; ଭଦ୍ର; ବିନୀତ —୩. Gentle; mild; placable.
୪. ଶାନ୍ତ —୪. Peaceable quiet.
୫. ଦୟାଳୁ — ୫. Kind.
୬. ଧୀର —୬. Slow.

ବିଶେଷ୍ୟ -

[ସମ୍ପାଦନା]
୧. ମୃଦୁଗଣ (ଦେଖ) - —୧. Mṛudugaṇa (See).
୨. ଶନିଗ୍ରହ (କାରଣ ଏହାର ଗତି ମୃଦୁ) —୨. The planet saturn.
୩. ଗୃହକନ୍ୟା; ପରିବାରସ୍ଥ କନ୍ୟା; ଘରର ଝିଅ —୩. A daughter of the household; a female child.