Jump to content

ମୃଦୁଚର୍ମୀ

ଉଇକିଅଭିଧାନ‌ରୁ

ମୃଦୁଚର୍ମୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ମୃଦୁ+ଚର୍ମ+ଇନ୍; ୧ମା. ୧ବ.)

[ସମ୍ପାଦନା]

କୋମଳ ଚର୍ମ ବା ତ୍ୱକ୍ ବିଶିଷ୍ଟ —Soft-skinned.

ବିଶେଷ୍ୟ -

[ସମ୍ପାଦନା]

ଭୁର୍ଜ ବୃକ୍ଷ; ଭୁର୍ଜ ପତ୍ର ଗଛ —The birch tree.