Jump to content

ମୃଦୁଚ୍ଛଦ

ଉଇକିଅଭିଧାନ‌ରୁ

ମୃଦୁଚ୍ଛଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ମୃଦୁ+ଛଦ୍=ଆଚ୍ଛାଦନ, ବନ୍ଧନ ଯାହାର)

[ସମ୍ପାଦନା]

କୋମଳ ଆଚ୍ଛାଦନ ଯୁକ୍ତ; ଯାହାର ଚମଡ଼ା ବା ଛାଲ କୋମଳ —Having a soft covering or bark or shin; soft-skinned

ବିଶେଷ୍ୟ -

[ସମ୍ପାଦନା]
୧. ଭୁର୍ଜ ପତ୍ର ବୃକ୍ଷ — ୧. The birch tree
୨. ଗିରିଜ ପୀଲୁ ବୃକ୍ଷ — ୨. A kind of wild tree; Salvadora Parsica.
୩. କୁକ୍କୁରଦ୍ର; ପୋକଶୁଙ୍ଘା ଗୁଳ୍ମ —୩. A wild plant; Blumea Lacera;
୪. ଶ୍ରୀତାଳ —୪. A variety of plam tree.