Jump to content

ମୃଦୁଦ୍ଭବ

ଉଇକିଅଭିଧାନ‌ରୁ

ମୃଦୁଦ୍ଭବ

ଉଚ୍ଚାରଣ

[ସମ୍ପାଦନା]
(ମୃଦୁଭବା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ମୃତ୍=ମାଟି+ଉଦ୍ଭବ=ଜନ୍ମ ଯାହାର)

[ସମ୍ପାଦନା]
୧. ମାଟିରୁ ଉତ୍ପନ୍ନ ବସ୍ତୁ —୧. A pro duction of the earth.
୨. ଉଦ୍ଦିଦ୍ଜ — ୨. Vagetable.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ମାଟିରୁ ଜାତ —Produced from the earth.