Jump to content

ମୃଦୁଳ

ଉଇକିଅଭିଧାନ‌ରୁ

ମୃଦୁଳ

ଉଚ୍ଚାରଣ

[ସମ୍ପାଦନା]
(ମୃଦୁଳ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମୃଦ୍+ସ୍ୱାର୍ଥେ. ଳ)

[ସମ୍ପାଦନା]
୧. କୋମଳ — ୧. Soft.
୨. ଧୀର —୨. Slow; gentle.

ସଂସ୍କୃତ - ବିଶେଷ୍ୟ - (ମୃଦୁ+ଲା ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଜଳ— (ପ୍ରକୃତିବାଦ) —Water.