ମୃଦୁଳା
ଦେଖଣା
ମୃଦୁଳା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]- ୧. କୋମଳାଙ୍ଗୀ —୧. (a woman) Having soft limbs or lovely appearance.
- ୨. ମୃଦୁଳର ସ୍ତ୍ରୀଲିଙ୍ଗ — ୨. Feminine of Mṛudaḻa.
ବିଶେଷ୍ୟ -
[ସମ୍ପାଦନା]ପୁଷ୍ପ ବିଶେଷ — A kind of flower.
[ଉ— ଶତବର୍ଗ ଛୁରିଆନା ରଙ୍ଗମଲ୍ଲୀ ମୃଦୁଳା ଏ ଚନ୍ଦ୍ରବିମ୍ୱା ପ୍ରାଚୀ. ରହସ୍ୟମଞ୍ଜରୀ]