Jump to content

ମୃଦୁ ପତ୍ର

ଉଇକିଅଭିଧାନ‌ରୁ

ମୃଦୁ ପତ୍ର

ଉଚ୍ଚାରଣ

[ସମ୍ପାଦନା]
(ମୃଦୁପତ୍ରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

କୋମଳପତ୍ରବିଶିଷ୍ଟ — Having soft or tender leaves.