Jump to content

ମୃଦୁ ଫଳ

ଉଇକିଅଭିଧାନ‌ରୁ

ମୃଦୁ ଫଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି)

[ସମ୍ପାଦନା]
୧. ବିକଙ୍କତ, ଭଇଞ୍ଚି; କଣ୍ଟା ଭଇଞ୍ଚ ଗୁଳ୍ମ —୧. A plant; Flacourita Ramontchi.
୨. ମଧୁର ନାରୀକେଳ —୨. A sweet kind of cocoanut.

ବିଶେଷଣ - (ବ୍ରହୁବ୍ରୀହି)

[ସମ୍ପାଦନା]

କୋମଳ ଫଳ ବିଶିଷ୍ଟ (ବୃକ୍ଷ ବା ଲତା) —(a tree or creeper) Having soft fruits.