Jump to content

ମୃଦୁ ସ୍ପର୍ଶ

ଉଇକିଅଭିଧାନ‌ରୁ

ମୃଦୁ ସ୍ପର୍ଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. (ବହୁବ୍ରୀହି) ଯାହା କୌଣସି ବସ୍ତୁକୁ କୋମଳ ଭାବରେ ସ୍ପର୍ଶ କରେ —୧. Touching anything softly or slightly.
୨. ଯା
ଛୁଇଁଲେ ନରମ ଲାଗେ —୨. Soft to the touch.

ବିଶେଷ୍ୟ - (କର୍ମଧା)

[ସମ୍ପାଦନା]
୧. କୋମଳଭାବରେ ଛୁଇଁବା — ୧. Soft touch.
୨. ସାମାନ୍ୟଭାବରେ ଛୁଇଁବା — ୨. Slight touch.