Jump to content

ମୃଦ୍ୱଙ୍ଗ

ଉଇକିଅଭିଧାନ‌ରୁ

ମୃଦ୍ୱଙ୍ଗ

ଉଚ୍ଚାରଣ

[ସମ୍ପାଦନା]
(ମୃଦ୍ୱଙ୍ଗୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ମୃଦୁ+ଅଙ୍ଗ; ବହୁବ୍ରୀହି)

[ସମ୍ପାଦନା]

କୋମଳାଙ୍ଗ; କୋମଳାବୟବ ବିଶିଷ୍ଟ —Having tender or delicate limbs; tender-bodied.