Jump to content

ମୃଦ୍ୱୀ

ଉଇକିଅଭିଧାନ‌ରୁ

ମୃଦ୍ୱୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ମୃଦୁ+ସ୍ତ୍ରୀ. ଈ)

[ସମ୍ପାଦନା]
୧. କୋମଳାଙ୍ଗୀ ସ୍ତ୍ରୀ; ସୁକୁମାରୀ ସ୍ତ୍ରୀ —୧. A tender-boiled woman.
୨. କପିଳ ଦ୍ରାକ୍ଷା —୨. The brown grape.

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ମୃଦୁର ସ୍ତ୍ରୀଲିଙ୍ଗ —Feminine of Mṛudu.