Jump to content

ମୃଷାବାଦ

ଉଇକିଅଭିଧାନ‌ରୁ

ମୃଷାବାଦ

ଉଚ୍ଚାରଣ

[ସମ୍ପାଦନା]

(ମୃଷାଭାଷଣ—ଅନ୍ୟରୂପ)

ସଂସ୍କୃତ - ବି—(ମୃଷା=ମିଥ୍ୟା+ବଦ୍ ଧାତୁ= କହିବା+ଭାବ ଅ)

[ସମ୍ପାଦନା]
୧. ମିଥ୍ୟା ବାକ୍ୟ —୧. False speech; falsehood.
୨. ଥଟ୍ଟା ଉପହାସ —୨. Joke.
୩. ଉପହାସାତ୍ମକ ପ୍ରଶଂସା — ୩. Ironical praise.