Jump to content

ମୃଷୋଦ୍ୟ

ଉଇକିଅଭିଧାନ‌ରୁ

ମୃଷୋଦ୍ୟ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବି—(ମୃଷା=ମିଛ+ବଦ୍ ଧାତୁ= କହିବା+ଭାବ. ଯ)

୧. ମିଛ କହିବା; ଅନୃତ ଭାଷଣ —୧. Lying
୨. (+କର୍ମ. ଯ)—ମିଥ୍ୟା ଉକ୍ତି —୨. Falsehood.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. (+କର୍ତ୍ତୃ. ଯ)—ଅନୃତଭାଷୀ — ୧. Speaking falsely.
୨. (କର୍ମ. ଯ)—ମିଥ୍ୟା ଉକ୍ତ —୨. Spoken falsely.