Jump to content

ମୃଷ୍ଟି

ଉଇକିଅଭିଧାନ‌ରୁ

ମୃଷ୍ଟି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ମୃଜ୍ ଧାତୁ= ପରିଷ୍କାର କରିବା+ଭାବ. ତି)

[ସମ୍ପାଦନା]
୧. ସ୍ପର୍ଶନ —୧. Touching.
୨. ସଂଲଗ୍ନ ହେବା — ୨. Contact.
୩. ପରିଷ୍କାର କରିବା; ଶୋଧନ — ୩. Cleansing; purification.
୪. ସେଚନ — ୪. Sprinkling.
୫. ଖାଦ୍ୟର୍ଥେ ଆହାର୍ଯ୍ୟ ପ୍ରସ୍ତୁତ — Preparation of food for a meal; dressing of food.