ମୃଷ୍ଟେରୁକ
ଦେଖଣା
ମୃଷ୍ଟେରୁକ
ଉଚ୍ଚାରଣ
[ସମ୍ପାଦନା](ମୃଷ୍ଟେରୁକା—ସ୍ତ୍ରୀ)
=== ସଂସ୍କୃତ - ବିଶେଷ୍ୟ - ପୁଂ—(ପ୍ରକୃତିବାଦ)
- ୧. ଦାତା —୧. A donor.
- ୨. ବଦାନ୍ୟ ବ୍ୟକ୍ତି —୨. A liberal person; a magnanimous person.
- ୩. ଉପକାରକ —୩. A benefactor.
- ୪. ମିଷ୍ଟ— ଭୋଜୀ ବ୍ୟକ୍ତି —୪. An eater if sweetmeants.
- ୫. ଅତିଥି ଦ୍ୱେଷ୍ଟା —୫. An inhospitale person.
- ୬. କୃପଣ ବ୍ୟକ୍ତି —୬. A miser.