Jump to content

ମେଁ ମେଁ ହେବା

ଉଇକିଅଭିଧାନ‌ରୁ

ମେଁ ମେଁ ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମେଁଏଁ ମେଁଏଁ ହେବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଛେଳିପରି ମେଁ ମେଁ ଶବ୍ଦ କରିବା — ୧. To bleat like a goat.
୨. (ଲକ୍ଷଣାର୍ଥ) ଆର୍ତ୍ତନାଦି କରିବା; କରୁଣଧ୍ୱନି କରିବା —(୨. (figurative) To give forth a wailing sound.

[ଉ—ଛେଳି ସିନା ମେଁ ମେଁ ହୁଅନ୍ତା, କଟୂରି ମେଁ ମେଁ ହଉଛି—ତଗ]