ମେଅର
ଦେଖଣା
ମେଅର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବି— (ଇଂରାଜୀ - ମେଅର)
[ସମ୍ପାଦନା]ବଡ଼ ସହରର ମିଉନିସି ପାଲିଟିର ସଭାପତି —The mayor of the munici palities of big towns.
[ଦ୍ରଷ୍ଟବ୍ୟ — ବିଲାତର ଲଣ୍ଡନ୍ ଆଦି ବଡ଼ ସହରରେ ଆଗେ ମେୟର୍ ଥିଲେ ଏବେ ଅଇନ୍ ପ୍ରଣୟନଦ୍ୱାରା କଲିକତା ଓ ବମ୍ୱେ ଆଦି ସହରରେ 'ମେୟର୍' ପଦର ସୃଷ୍ଟି ହୋଇଅଛି]