ମେଉଆ ଚିଜ
(ମେଉଆ ଫଳ, ମେଉଆ ଜିନିସ—ଅନ୍ୟରୂପ)
କାବୁଲ ଦେଶରୁ ଆନୀତ ଅଲୁର, ବେଦାନା, କିସ୍ମିସ୍, ମନକ୍କା ଓ ଖଜୁର ଆଦି ଫଳ —Sweet fruits (grapes, pomegranate, resin etc.) brought from Kabul.