ମେଓଆ
ଦେଖଣା
ମେଓଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ମେବା)
[ସମ୍ପାଦନା]- ୧. ଫଳ —୧. Fruit.
- ୨. ଖାଦ୍ୟ ଫଳ —୨. Edible fruit.
- ୩. କାବୁଲ ଅଞ୍ଚଳରୁ ଅନୀତ ସୁଖାଦ୍ୟ ଫଳ (ଯଥା—ବେଦନା, ଅଙ୍ଗୁର କିସ୍ମିସ୍ ଓ ବାଦାମ ଆଦି) —୩. Dried sweet fruits brought from Kabul.
[ଉ— ସବୁର ଗଛରେ ମେଉଆ ଫଳେ ପ୍ରବଚନ]
- ୪. ପାକ କରା ନ ଯାଇ ଖିଆ ଯିବା ଫଳ —୪. Fruit which can be eaten without being cooked.
ପ୍ରାଦେଶିକ - (ସମ୍ୱଲପୁର, ବାମଡ଼ା)—ବି
[ସମ୍ପାଦନା]ପିଜୁଳି; ପିଦୁଡ଼ି — Guava.