Jump to content

ମେକାପ

ଉଇକିଅଭିଧାନ‌ରୁ

ମେକାପ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ନେକାପ; ଜଗନ୍ନାଥ ଓ ବିଷ୍ଣମନ୍ଦିରର ଶୂଦ୍ର ବା କରଣସେବକବିଶେଷ —୧. A class of Sebakas in charge of the dress and ornaments of an idol.

[ପଦ୍ର—ଏମାନଙ୍କ ଜିମା ଦେବତାଙ୍କ ବସ୍ତ୍ରାଳଙ୍କାରାଦି ଥାଏ ଜଗନ୍ନାଥଙ୍କ ନିକଟରେ ଯେଉଁ ସେବକ ବିଇଠା ବସାଏ ତାକୁ ଅଖଣ୍ଡ ମେକାପ କହନ୍ତି]

୨. ରାଜସେବକ ବିଶେଷ —୨. A class servants of a Raja.