Jump to content

ମେକାସର୍ ଅଏଲ୍

ଉଇକିଅଭିଧାନ‌ରୁ

ମେକାସର୍ ଅଏଲ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମେକା[କେ]ସର୍ ତେଲ—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ମାକାସର୍ ଅଏଲ୍)

[ସମ୍ପାଦନା]

ଏକ ପ୍ରକାର ଆଧୁନିକ ବାସନାତେଲ; ସୁଗନ୍ଧ କେଶତୈଳ ବିଶେଷ —Macasser oil.

[ଦ୍ରଷ୍ଟବ୍ୟ —ଭାରତ ମହାସାଗରର ବୋର୍ଣ୍ଣ ଓ ଦ୍ୱୀପ ନିକଟସ୍ଥ ଗୋଟିଏ ଦ୍ୱୀପର ରାଜଧାନୀ ମାକାସର୍ (macasser) ନାମ ସହିତ ଏହାର ସଂପର୍କ ଅଛି ଉକ୍ତ ଦ୍ୱୀପରେ ସୁଗନ୍ଧ ମସଲା ଜନ୍ମେ]