ମେଖ
ଦେଖଣା
ମେଖ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫା ମେଖ୍)
[ସମ୍ପାଦନା]- ୧. ଖିଲ —୧. A plug.
[ଉ— ଆଇଲେ ଅମିନ ମାଇଲେ ମେଖ, ବାରହାଣ୍ଡିଆଙ୍କ ଚାତର ଦେଖ ବନ୍ଦୋବସ୍ତ ଗୀତ]
- ୨. ଖୁଣ୍ଟା; ସୂକ୍ଷ୍ମାଗ୍ର କ୍ଷୂଦ୍ର ଦଣ୍ଡ —୨. A pieket; a peg.
- ୩. କଣ୍ଟା; ପରିକ — ୩. Prick; nail.
- ୪. ପିନ୍ —୪. Pin.
- ୫. କୀଳା — ୫. A small stake.
[ଦ୍ରଷ୍ଟବ୍ୟ —ଭୂମିରେ ବାଡ଼ିଆଯିବା ୧୪: ଫୁଟ ପର୍ଯ୍ୟନ୍ତ ଲମ୍ୱ ଓ ସରୁ କୀଳାକୁ ମେଖ ବୋଲାଯାଏ]
- ୬. (ଲକ୍ଷଣାର୍ଥ) ବିପଦ —୬. (figurative) Danger.
(ଉ—ଗୋସେଇଁ ଗଲେ ଫାଣ୍ଡିକି ମେଖ ଆଣିଲେ ଗାଣ୍ଡିକି ତଗ)
- ୭. ବାଧା; ବିଘ୍ନ —୭. Obstacle.
- ୮. ଘୋଡ଼ାରେ ଖୁରାରେ ନାଲ ମାରିବାବେଳେ ତା ସୁମର କୋମଳାଂଶର ଭିତରେ ନାଲର କଣ୍ଟା ବୁଜିଯିବା ଯୋଗୁ ଘୋଡ଼ାର ଲେଙ୍ଗଡ଼ା ପଣ —୮. Lameness of a horse due to a prick of the shoe pieroing the flesh inside the hoof.