ମେଖଡ଼
ଦେଖଣା
ମେଖଡ଼
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ମେଖଡ଼ୀ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କୌଣସି କାର୍ଯ୍ୟରେ ଉପସ୍ଥିତ ବାଧା ବା ବିଘ୍ନ —୧. Complications; any impediment.
- ୨. ବିବାଦ; କଳି; କଜିଆ — ୨. Quarrel; dissension.
ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଯେଉଁ ଲୋକ କାର୍ଯ୍ୟରେ ବିଘ୍ନ ପହଞ୍ଚାଏ; ବିଘ୍ନକାରୀ — Causing obstruction or impediment in a work.