ମେଖଡ଼ି ପୂରେଇବା
ଦେଖଣା
ମେଖଡ଼ି ପୂରେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମେଖଡ଼ି ପୂରେଇବା
|
(ମେଖଡ଼[ଡ଼ି] କାଢ଼ିବା—ଅନ୍ୟରୂପ)
ଦେଶଜ - କ୍ରି.
[ସମ୍ପାଦନା]- ୧. କୌଣସି କାର୍ଯ୍ୟରେ ବାଧା ଜାତ କରାଇବା — ୧. To creat complications or impediments in a matter.
- ୨. କୌଣସି ବିବାହ ଉପସ୍ଥିତ କରାଇବା —୨. To creat dissension.