Jump to content

ମେଖଳି

ଉଇକିଅଭିଧାନ‌ରୁ

ମେଖଳି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମେଖଳା)

[ସମ୍ପାଦନା]
୧. କଟି ମେଖଳା — ୧. Belt of the waist.

(ଉ—କୋଇଲି ଲୋ ତଳୁଆଇ କଟିସ୍ଥ ମେଖଳୀ—କେଶବ କୋଇଲି)

୨. ରାମ ଲୀଳା, କୃଷ୍ଣ ଲୀଳା ଆଦିରେ ଯାତ୍ରାକାରୀ ଓ ସାଧମାନେ ମୁଣ୍ଡ ବାଟେ ଗଜାଇ କରି ପିନ୍ଧିବା ଏକ ପ୍ରକାର ପୋଷାକ, ଯହିଁରେ ହାତ ନ ଥାଏ ଓ ଯାହା ପେଟ ଓ ପିଠି ଆଡ଼େ ଅଣ୍ଟା ପର୍ଯ୍ୟନ୍ତ ଲମ୍ୱି ଥାଏ —୨. A kind of sleeveless coat for the body from the neek to the waist worn by male actors.