Jump to content

ମେଖ ମାରିବା

ଉଇକିଅଭିଧାନ‌ରୁ

ମେଖ ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୀଳା ପୋତିବା ୨ (ଲକ୍ଷଣାର୍ଥ) କୌଣସି କାର୍ଯ୍ୟ ସୁରୁକୁରୁ ହୋଇ ଚଳୁଥିବା ଅବସ୍ଥାରେ
ତାହା ବନ୍ଦ କରିଦେବା 
୩. (ଲକ୍ଷଣାର୍ଥ) କୌଣସି କାର୍ଯ୍ୟର ପ୍ରାରମ୍ଭରେ ଗୁରୁତର ଆପତ୍ତି ଉଠାଇବା



ମେଖ ମାରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମେଖ ଠୁଙ୍କିବା—ଅନ୍ୟରୂପ)

୧. ଭୂମିରେ କୀଳା ମାରିବା —୧. To drive a peg into the ground.
୨. କୌଣସି କାର୍ଯ୍ୟରେ ବାଧ ଜାତ କରି ତାହା ବନ୍ଦ କରି ଦେବା — ୨. To bring about the stoppage of a work by raising an obstruction.