ମେଗାସ୍ଥେନିସ୍
ଦେଖଣା
ମେଗାସ୍ଥେନିସ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମେଗାସ୍ଥେନିସ୍
|
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଜନୈକ ପ୍ରାଚୀନ ଗ୍ରୀକ୍ ପର୍ଯ୍ୟଟନ —Megasthenes; the Greek traveller who travelled in India three centuries before the Christain era.
[ଦ୍ରଷ୍ଟବ୍ୟ —ଗ୍ରୀକ୍ ପଣ୍ଡିତ ମେଗାସ୍ଥିନିସ୍ ଖ୍ରୀଷ୍ଟପୂର୍ବ ୩ ବର୍ଷରେ ଭାରତକୁ ଆସିଥିଲେ ସେ ଭାରତଭ ପ୍ରାୟ ସମସ୍ତ ଅଅଂଶ ପର୍ଯ୍ୟଟନ କରି ଭାରତବର୍ଷର ତଦାନୀନ୍ତନ ଅବସ୍ଥା ବିସ୍ତାରିତ ଭାବରେ ଲେଖି ଯାଇଅଛନ୍ତି]