ମେଘଜ
ମେଘରୁ ଜାତ — Born from the clouds.
ଏକ ପ୍ରକାର ବୃହତ୍ ମୁକ୍ତା —A kind of large pearl (said to fall from the clouds).
[ଦ୍ରଷ୍ଟବ୍ୟ —ଏହା ଆକାଶରୁ ବର୍ଷା ସଙ୍ଗେ ପଡ଼ିବା କଳ୍ପିତ]