Jump to content

ମେଘନାଦ ପାଚିରି

ଉଇକିଅଭିଧାନ‌ରୁ

ମେଘନାଦ ପାଚିରି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ରାଜପୁରର ବା ଦେବାଳୟରେ ବାହାର ବେଢ଼ାରେ ବୁଲୁଥିବା ଉଚ୍ଚ ପ୍ରାଚୀର — A very high outer wall of a palace or temple-compound.

[ଦ୍ରଷ୍ଟବ୍ୟ —ଜଗନ୍ନାଥ ଦେଉଳର ବାହର ବେଢ଼ାରେ ବୁଲୁଥିବା ଉଚ୍ଚ ପ୍ରାଚୀରକୁ 'ମେଘନାଦ ପାଚିରୀ' କହନ୍ତି ଏ ପାଚିରୀର ସୀମା ମଧ୍ୟରୁ ସମୁଦ୍ରର ଗର୍ଜନ ଶୁଣାଯାଏ ନାହିଁ]