Jump to content

ମେଘନାଳ

ଉଇକିଅଭିଧାନ‌ରୁ

ମେଘନାଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମେଘ+ଲାଳ)

[ସମ୍ପାଦନା]
୧. ଅଭ୍ର —୧. Mica; talc.

[ଦ୍ରଷ୍ଟବ୍ୟ —ଲୋକ ବିଶ୍ୱାସ ଯେ, ମେଘ ପାହାଡ଼ ଉପରକୁ ଚରି ଆସି ଏହି ନାଳଯାକ ଗାଳି ପକାଇ ଥାଏ]

୨. କାଣି ଲେଉଟିଆ (କବିରାଜ ଶ୍ରୀ ହରେକୃଷ୍ଣ. ଦ୍ରବ୍ୟଗୁଣ) —୨. Amaranthus Spinosus; a prickly of clouds.