Jump to content

ମେଘୁଆ

ଉଇକିଅଭିଧାନ‌ରୁ

ମେଘୁଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ମେଘଯୁକ୍ତ; ମେଘାଚ୍ଛନ୍ନ —୧. Cloudy; overcast.
୨. ଆକାଶର ବର୍ଣ୍ଣ ବିଶିଷ୍ଟ — ୨. Azure coloured.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ମେଦାଚ୍ଛନ୍ନ ଦିବସ ବା ଋତୁ —୧. Cloudy weather or day.
୨. ଏକପ୍ରକାର ମସୃଣ ଆବରଣବିଶିଷ୍ଟ ଆତଫଳ — ୨. A kind of apple; Anona Reticulata; the bullock's heart.

[ଦ୍ରଷ୍ଟବ୍ୟ —ଅନ୍ୟ ପ୍ରକାରର ଅମସୃଣ ଆବରଣ ବିଶିଷ୍ଟ ଆତକୁ ବଢ଼ିଆଳ ବା ଲେଉଆ ବୋଲାଯାଏ —Custard apple; Anona Sqamosa]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ମେଗୁଆ (ଦେଖ) - Meguā (See)