Jump to content

ମେଘ ଘୋଡ଼ାଇବା

ଉଇକିଅଭିଧାନ‌ରୁ

ମେଘ ଘୋଡ଼ାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ମେଘ ଘୋଡ଼ା ଘୋଡ଼ା କରିବା, ମେଘ ଢାଙ୍କିବାଅନ୍ୟରୂପ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଆକାଶ ମେଘାଚ୍ଛନ୍ନ ହେବା — ୧. The sky being overclouded.
୨. ସୂର୍ଯ୍ୟ, ଚନ୍ଦ୍ର ବା ତାରାଙ୍କୁ ମେଘ ବୁଡ଼ାଇବା — ୨. The cloud eveloping the sun, moon or the stars.