Jump to content

ମେଘ ଚିନ୍ତକ

ଉଇକିଅଭିଧାନ‌ରୁ

ମେଘ ଚିନ୍ତକ

ଉଚ୍ଚାରଣ

[ସମ୍ପାଦନା]

(ମେଘ ଜୀବକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଚାତକ ପକ୍ଷୀ —The cocoyster bird; pied-crested cuckoo; Curculus Malanolencus.

[ଦ୍ରଷ୍ଟବ୍ୟ — କବି ପ୍ରସିଦ୍ଧ ଅଛି ଚାତକ ପକ୍ଷୀ ମେଘରୁ ବରଷୁଥିବା ଜଳ ଛଡ଼ା ଅନ୍ୟ ଜଳ ପାନ କରେ ନାହିଁ ଓ ଏଥିପାଇଁ 'ଦେ ଜଳ' ବୋଲି ଧ୍ୱନି କରି ଉଡ଼ୁଥାଏ]