Jump to content

ମେଘ ଜ୍ୟୋତିଃ

ଉଇକିଅଭିଧାନ‌ରୁ

ମେଘ ଜ୍ୟୋତିଃ

ଉଚ୍ଚାରଣ

[ସମ୍ପାଦନା]

(ମେଘ ଜ୍ୟୋତି—ଦେଶଜ ରୂପ)

ସଂସ୍କୃତ - ବିଶେଷ୍ୟ - (ମେଘରୁ ଉତ୍ପନ୍ନ ଜ୍ୟୋତି; ମ. ପ. ଲୋ)

[ସମ୍ପାଦନା]
୧. ଇରମ୍ମଦ; ବଜ୍ର ପଡ଼ିବା ବେଳେ ଦେଖା ଯିବା ଜ୍ୟୋତି —୧. A flash of lightning attending the fall of a thunder bolt.
୨. ବଜ୍ରାଗ୍ନି; ବିଦ୍ୟୁତ୍ —୨. The fire or electricity from the thunder.